ପିପା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)
  • (file)

ଅନୁବାଦ ସମ୍ପାଦନା

(ପିମ୍ପା—ଅନ୍ୟରୁପ)

ବୈଦେଶିକ - ବିଶେଷ୍ୟ - (ପର୍ଟୁଗୀଜ ପିପା, ଇଂରାଜୀ - ପିପେ) ସମ୍ପାଦନା

ତୈଳାଦି ରଖିବାର ମୃଦଙ୍ଗାକୃତ ବଡ଼ କୋତ — Cask; barrel.

ପ୍ରାଦେଶିକ -(କେନ୍ଦ୍ରାପଡ଼ା; ଯାଜପୁର, ବାଲେଶ୍ୱର) ସମ୍ପାଦନା

କିରାସିନ ତେଲ ଜଳିବା ଡିବି — Open Kerosine lamps made of tin.

ପ୍ରାଦେଶିକ - (ବସ୍ତର) ବିଶେଷ୍ୟ - ସମ୍ପାଦନା

ଟିଣ ଆଦିର ଡବା — Tin case or box.