ପିନ୍ଧା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ପିଁଧା, ପିଂଧାଅନ୍ୟରୂପ

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପିଧାନ; ପରିଧାନ) ସମ୍ପାଦନା

୧. (ବସ୍ତ୍ର ଅଳଙ୍କାର ଆଦି) ପରିଧାନ କରିବା କର୍ମ — ୧. Wearing; dressing.
୨. ପୋଷାକ; ପରିଧେୟ ବସ୍ତ୍ର; ପହରଣ — ୨. Cloth; dress.

ମୁଖବାସକୁ ଦେଲେ ଗୁଆ, ଦିବ୍ୟ ପତନୀ ପିନ୍ଧା ନୂଆ ଭୂପତି. ପ୍ରେମପଞ୍ଚାମୃତ

ଅନୁବାଦ ସମ୍ପାଦନା

୩. ଅଣ୍ଟାରୁ ତଳକୁ ଯେଇଁ ଲୁଗା ପିନ୍ଧା ଯାଏ; ଅଧୋବାସ; ଧୋତି — ୩. Cloth worn round the waist ; lower garment; loin cloth.
୪. ପିନ୍ଧାଯିବା ଲୁଗାର ଆଗ ପାଖ ଫେର — ୪. The plaited portion of the dhoti laid over the front of the waist-band. (Hollows)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - ସମ୍ପାଦନା

ପରିହତ; ପରିଧାନ କରାଯାଇଥିବା — Worn.