ପିତ୍ତ ଉଠିବା

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ପିତ୍ତ ଚହଟିବା, ପିତ୍ତ ଗରମ ହେବା, ପିତ୍ତ ଉତୁରିବା, ଅନ୍ୟରୂପ

ଦେଶଜ - ବିଶେଷ୍ୟ -

ସମ୍ପାଦନା

ହଠାତ୍ ରାଗିଯିବା — To become suddenly angry or choleric.

[ଦ୍ରଷ୍ଟବ୍ୟ —ଲୋକବିଶ୍ୱାସ ଯେ ମୁଣ୍ଡକୁ ପିତ୍ତ ଉଠିଗଲେ ମନୁଷ୍ୟର ମସ୍ତିଷ୍କ ବା ମଗଜ ଗରମ ହୋଇଯାଏ ଓ ସେ ବାତୁଳ ପ୍ରାୟ ହୁଏ]