ପିତୃ ତର୍ପଣ
ପିତୃ ତର୍ପଣ
ଉଚ୍ଚାରଣ
ସମ୍ପାଦନାସଂସ୍କୃତ - ବିଶେଷ୍ୟ - (୨ୟା ତତ୍)
ସମ୍ପାଦନା- ୧. ପିତୃ ଲୋକଙ୍କ ତୃପ୍ୟର୍ଥ ଜଳ ଓ ତିଳାଦିଦ୍ୱାରା କରାଯିବା କ୍ରିୟା —୧. Offering of water and sessamum to the manes or deceased ancestors.
- ୨. ପିତୃ ଲୋକଙ୍କର ତୃପ୍ତି — ୨. The satisfaction of one's Progenitors.
- ୩. ତିଳ; ରାଶି —୩. sassamum.
- ୪. [[ ପିତୃତୀର୍ଥ (୧) (ଦେଖ) - ୪. Pitṛu tīrtha (୧) (See)