ପିତୃ ତର୍ପଣ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (୨ୟା ତତ୍) ସମ୍ପାଦନା

୧. ପିତୃ ଲୋକଙ୍କ ତୃପ୍ୟର୍ଥ ଜଳ ଓ ତିଳାଦିଦ୍ୱାରା କରାଯିବା କ୍ରିୟା —୧. Offering of water and sessamum to the manes or deceased ancestors.
୨. ପିତୃ ଲୋକଙ୍କର ତୃପ୍ତି — ୨. The satisfaction of one's Progenitors.
୩. ତିଳ; ରାଶି —୩. sassamum.
୪. [[ ପିତୃତୀର୍ଥ (୧) (ଦେଖ) - ୪. Pitṛu tīrtha (୧) (See)