ପିତୃହୂ

ଉଚ୍ଚାରଣ

ସମ୍ପାଦନା
  • (file)

ସଂସ୍କୃତ - ବିଶେଷ୍ୟ -

ସମ୍ପାଦନା

ଡାହାଣ କାନ — One's right ear.

[ଦ୍ରଷ୍ଟବ୍ୟ —ସ୍ମୃତି ଶାସ୍ତ୍ର ଅନୁସାରେ ମୁନଷ୍ୟର ଡାହାଣ କାନରେ ଗଙ୍ଗା ବିରାଜିତ ଥିବାରୁ ସେ କାଳରେ ହାତମାରିଲେ ମନୁଷ୍ୟ ପବିତ୍ର ହୋଇଯାଏ ଓ ପିତୃଲୋକଙ୍କ ଉଦ୍ଦେଶ୍ୟରେ ତର୍ପଣାଦି କରିବାକୁ ଅଧିକାରୀ ହୁଏ ବାମ କର୍ଣ୍ଣକୁ ଦେବହୂ ବୋଲାଯାଏ]