ପିତାମହ
ପିତାମହ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ସଂସ୍କୃତ - ବିଶେଷ୍ୟ - ପୁଂ. (ପିତୃ+ ପିତାଙ୍କ ପିତା ଅର୍ଥରେ ଆମହ) ସମ୍ପାଦନା
- ୧. ପିତାଙ୍କ ପିତା; ଜେଜେବାପ — ୧. Paternal grand-father.
- ୨. ସୁରଜ୍ୟେଷ୍ଠ, ବ୍ରହ୍ମା —୨. Brahmā.
(ଯଥା—ବ୍ରହ୍ମାଙ୍କର ଏହି ସମସ୍ତ ପ୍ରଜା ସୃଷ୍ଟ ହୋଇ ଅଛନ୍ତି ବୋଲି ଲୋକେ ତାହାଙ୍କୁ ପିତାମହ ବୋଲି ନିର୍ଦ୍ଦେଶ କରନ୍ତି)
- ୩. ଦକ୍ଷପ୍ରଜାପତି —୩. Dakshya Prajāpati.