ପିଟୁଣି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ -(ସଂସ୍କୃତ - ପିଟ୍ ଧାତୁ) ସମ୍ପାଦନା

ଓଳିଆକୁ ବାନ୍ଧି ସାରି ତାକୁ ସମତୁଲ କରି ବାଡ଼େଇବା ପାଇଁ ବ୍ୟବହୃତ ପଟା ବା ପିଟଣା — A flat mailet used to make the surface of an Oḻiā smooth by beating.


ବୈଦେଶିକ - ବିଶେଷ୍ୟ -(ଇଂରାଜୀ) ସମ୍ପାଦନା

ଦଣ୍ଡମୂଳକ, ଦଣ୍ଡସ୍ୱରୂପ, Punitive

ଉଦାହରଣ : ପିଟୁଣି ଟିକସ