ପିଟୁଣି

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ -(ସଂସ୍କୃତ - ପିଟ୍ ଧାତୁ)

ସମ୍ପାଦନା

ଓଳିଆକୁ ବାନ୍ଧି ସାରି ତାକୁ ସମତୁଲ କରି ବାଡ଼େଇବା ପାଇଁ ବ୍ୟବହୃତ ପଟା ବା ପିଟଣା — A flat mailet used to make the surface of an Oḻiā smooth by beating.


ବୈଦେଶିକ - ବିଶେଷ୍ୟ -(ଇଂରାଜୀ)

ସମ୍ପାଦନା

ଦଣ୍ଡମୂଳକ, ଦଣ୍ଡସ୍ୱରୂପ, Punitive

ଉଦାହରଣ : ପିଟୁଣି ଟିକସ