ପିଛାଡ଼ି
ପିଛାଡ଼ି
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ବିଶେଷଣ - (ସଂସ୍କୃତ - ପଶ୍ଚାତ)
ସମ୍ପାଦନା- ୧. ପଶ୍ଚାଦ୍ଭାଗସ୍ଥ — ୧. Pertaining to the rear; postern.
- ୨. ପଛ ଗୋଡ଼ ସମ୍ୱନ୍ଧୀୟ — ୨. Pertaining to the hind leg.
ଅନୁବାଦ
ସମ୍ପାଦନାପିଛାଡ଼ି
|
ଦେଶଜ - ବିଶେଷ୍ୟ -
ସମ୍ପାଦନା- ୧. ପିଛାଡ଼ (ଦେଖ) - ୧. Pichhāṟḍ̠a (See)
- ୨. ଘୋଡ଼ାର ପଛ ଗୋଡ଼ ବନ୍ଧାହେବା ଦଉଡ଼ା — ୨. The ropes for tying the postern legs of a horse.
- ୩. ପଶୁର (ଘେଡ଼ାର) ପଛ ଗୋଡ଼ — ୩. The hind legs of a beast.
- ୪. (ଜାହାଜିଆ ଶବ୍ଦ) ପଶ୍ଚିମଦିଗ — ୪. (nautical) West (mariner's compass).
- ୫. ଗାଡ଼ିରେ ଲାଗିଥିବା ବଳଦଙ୍କ ପିଚା ଚକଦ୍ୱାରା ଘଷି ନ ହେବା ପାଇଁ ଦଣ୍ଡା ଦେହରେ ବନ୍ଧା ଯାଇଥିବା ବାଉଁଶଖଣ୍ଡ (ଯାହା କି ବଳଦଙ୍କ ପିଚା ଓ ଚକ ମଧ୍ୟରେ ଥାଏ) — ୫. A piece of bamboo tied to the shafts of a card to save the posteriors of the bullocks from being hurt by the moving wheels.