ପିଛାଡ଼ି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - (ସଂସ୍କୃତ - ପଶ୍ଚାତ) ସମ୍ପାଦନା

୧. ପଶ୍ଚାଦ୍ଭାଗସ୍ଥ — ୧. Pertaining to the rear; postern.
୨. ପଛ ଗୋଡ଼ ସମ୍ୱନ୍ଧୀୟ — ୨. Pertaining to the hind leg.

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ପିଛାଡ଼ (ଦେଖ) - ୧. Pichhāṟḍ̠a (See)
୨. ଘୋଡ଼ାର ପଛ ଗୋଡ଼ ବନ୍ଧାହେବା ଦଉଡ଼ା — ୨. The ropes for tying the postern legs of a horse.
୩. ପଶୁର (ଘେଡ଼ାର) ପଛ ଗୋଡ଼ — ୩. The hind legs of a beast.
୪. (ଜାହାଜିଆ ଶବ୍ଦ) ପଶ୍ଚିମଦିଗ — ୪. (nautical) West (mariner's compass).
୫. ଗାଡ଼ିରେ ଲାଗିଥିବା ବଳଦଙ୍କ ପିଚା ଚକଦ୍ୱାରା ଘଷି ନ ହେବା ପାଇଁ ଦଣ୍ଡା ଦେହରେ ବନ୍ଧା ଯାଇଥିବା ବାଉଁଶଖଣ୍ଡ (ଯାହା କି ବଳଦଙ୍କ ପିଚା ଓ ଚକ ମଧ୍ୟରେ ଥାଏ) — ୫. A piece of bamboo tied to the shafts of a card to save the posteriors of the bullocks from being hurt by the moving wheels.