ପିଉସୀ

ଉଚ୍ଚାରଣ

ସମ୍ପାଦନା
  • (file)
  • (file)

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ - ସ୍ତ୍ରୀ—(ସଂସ୍କୃତ - ପିତୃସ୍ୱସୃ; ପ୍ରା. ପିଉସିମା;

ସମ୍ପାଦନା

ପିତୃସ୍ୱସା; ପିତାଙ୍କ ଭଗିନୀ —One's father's sister.

କହିଲେ ତା ଶୁଣି ପିଉସୀ ପୁତୁରାଙ୍କୁ ନ ଘେନିବ ମୋ ପୁତ୍ର କଲେ ଅପ୍ରାଧକୁ କୃଷ୍ଣସିଂହ ମହାଭାରତ ସଭା