ପିଆରା

ଉଚ୍ଚାରଣ

ସମ୍ପାଦନା

(ପେଆରା—ଅନ୍ୟରୂପ)

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷଣ - (ସଂସ୍କୃତ - ପ୍ରିୟ)

ସମ୍ପାଦନା
୧. ପ୍ରିୟ — ୧. Dear.

ମାମୁଁ ମାଇଁ କାମର ପିଆରା ଫକୀରମୋହନ. ଗଳ୍ପସ୍ୱଳ୍ପ

୨. ପ୍ରିୟତମ —୧. Dearest; beloved.
୩. ଅଧୀନ (ବ୍ୟକ୍ତି) ବଶଂବଦ — ୩. Dependant; subservient.

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପାରେବତ ଫଳ; ତୁଲ. ପର୍ଟୁଗୀଜ୍—ପେରା)

ସମ୍ପାଦନା
୧. ଏକ ପ୍ରକାର ପିଜୁଡ଼ି — ୧. Guava (fruit); Ficus Carica.
୨. ପ୍ରିୟ ପାତ୍ର —୨ Favourite; beloved person.
୩. ସ୍ନେହ; ପ୍ରେମ; ଆଦର — ୩. Attachment; love.