ପାହି ପଣିକିଆ
ପାହି ପଣିକିଆ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାପାହି ପଣିକିଆ
|
ଦେଶଜ - ବିଶେଷ୍ୟ -
ସମ୍ପାଦନାପାହି, ଅଣା, ସୁଉକା ଓ ଟଙ୍କାର ହିସାବ ପିଲାଙ୍କୁ ଶିଖାଇବା ପାଇଁ ଏକ ପ୍ରକାର ଗାଣିତିକ ପଦ୍ଧତି —A multiplication table learnt by rute by children for mastering calculations of rupees, ୪ anna pieces, anna and pice.
(ଯଥା—ଦୁଇକେ ଦୁଇ ପାହି, ଦୁଇ ଅଣା, ଦୁଇ ସୁଉକା ଆଠ ଅଣା, ଦୁଇ ଟଙ୍କା)