ପାହି ପଣିକିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

ପାହି, ଅଣା, ସୁଉକା ଓ ଟଙ୍କାର ହିସାବ ପିଲାଙ୍କୁ ଶିଖାଇବା ପାଇଁ ଏକ ପ୍ରକାର ଗାଣିତିକ ପଦ୍ଧତି —A multiplication table learnt by rute by children for mastering calculations of rupees, ୪ anna pieces, anna and pice.

(ଯଥା—ଦୁଇକେ ଦୁଇ ପାହି, ଦୁଇ ଅଣା, ଦୁଇ ସୁଉକା ଆଠ ଅଣା, ଦୁଇ ଟଙ୍କା)