ପାହି କରିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ପ୍ରାଦେଶିକ - (ଗଡ଼ଜାତ) —କ୍ରି ସମ୍ପାଦନା

୧. ଶିଶୁ ଆଦିକୁ କାଖେଇବା —୧. To carry an infant on the flank over the waist by encircling the arm round its waist or back.
୨. ନିଜର ବାସ କରୁଥିବା ଗ୍ରାମରୁ ଯାଇ ଅନ୍ୟ ଗ୍ରାମରେ ଚାଷ କରିବା —୨. To take up cultivation work in a village other than one's own.