ପାହାରୁଣୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ପ୍ରାଦେଶିକ - (ସିଂହଭୂମ) ବିଶେଷ୍ୟ - ସମ୍ପାଦନା

ପଥର ଉପରେ ଧାନକୁ କୁଟି ଚାଉଳ ବାହାର କରିବାପାଇଁ ବ୍ୟବହୃତ ସମାଲଗା ଠେଙ୍ଗ ବା ମୂଷଳ —A stout iron-studded stick used in threshing paddy on stone-slabs.

[ଦ୍ରଷ୍ଟବ୍ୟ —ଏହା ଚିତା ବା ପ୍ରାୟ ୫ଫୁଟ ଉଚ୍ଚ]