ପାହାଡ଼

ଉଚ୍ଚାରଣ

ସମ୍ପାଦନା
  • (file)
  • (file)

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପର୍ବତ; ପାଷାଣ)

ସମ୍ପାଦନା
୧. ଅନୁଚ୍ଚ ପର୍ବତ; ମୁଣ୍ଡିଆ — ୧. Hill; hillock.
୨. ମାଟି ବା ପଥରର ଉଚ୍ଚସ୍ତୂପ — ୨. A big mound of earth or stones.
୩. (ଲକ୍ଷଣାର୍ଥ) କୌଣସି ବସ୍ତୁର ଉଚ୍ଚ ଗଦା ବା ରାଶି — ୩. (figurative) A big mass or heap of anything.