ପାଷ୍ଟୋ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ପାଷ୍ଟ, ପାସ୍ତୁ (ସ୍ତୋ)—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - ସମ୍ପାଦନା

ଉତ୍ତର ପଶ୍ଚିମ ସୀମାନ୍ତ ପ୍ରଦେଶରେ ପ୍ରାୟ ୪ଲକ୍ଷ ଲୋକଙ୍କର କଥିତ ଏକ ପ୍ରକାର ଇରାନିଅନ୍ ଭାଷା — A group of Eranian language spoken by above ୪ lacs of people in N.W. Frontier-Provinces; the Pashtoo language.