ପାଶା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ପ୍ରାଦେଶିକ - (ବସ୍ତର) ବିଶେଷ୍ୟ - (ସଂସ୍କୃତ - ପାଶକ) ସମ୍ପାଦନା

୧. ପଶା ଖେଳ —୧. The game of dice.
୨. (ବଣିଆ ଶବ୍ଦ) ଅଳଙ୍କାରରେ ବ୍ୟବହୃତ ହେବା ଏକ ପ୍ରକାର ରୂପା କଡ଼ି —୨. A kind of silver ring used in ornaments.

ବୈଦେଶିକ - ବିଶେଷ୍ୟ - (ତୁର୍କୀ ଭାଷା; ଫାରାସୀ - ବାଦ୍ଶାହ୍) ସମ୍ପାଦନା

ତୁରସ୍କର ସର୍ଦ୍ଦାରମାନଙ୍କର ଉପାଧିବିଶେଷ — Pasha; a title of Turkish Chiefs.