ପାଶା
ପାଶା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ପ୍ରାଦେଶିକ - (ବସ୍ତର) ବିଶେଷ୍ୟ - (ସଂସ୍କୃତ - ପାଶକ)
ସମ୍ପାଦନା- ୧. ପଶା ଖେଳ —୧. The game of dice.
- ୨. (ବଣିଆ ଶବ୍ଦ) ଅଳଙ୍କାରରେ ବ୍ୟବହୃତ ହେବା ଏକ ପ୍ରକାର ରୂପା କଡ଼ି —୨. A kind of silver ring used in ornaments.
ବୈଦେଶିକ - ବିଶେଷ୍ୟ - (ତୁର୍କୀ ଭାଷା; ଫାରାସୀ - ବାଦ୍ଶାହ୍)
ସମ୍ପାଦନାତୁରସ୍କର ସର୍ଦ୍ଦାରମାନଙ୍କର ଉପାଧିବିଶେଷ — Pasha; a title of Turkish Chiefs.