ପାଳୟିତା

ଉଚ୍ଚାରଣ

ସମ୍ପାଦନା
(ପାଳୟିତ୍ରୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ପାଳି ଧାତୁ+କର୍ତ୍ତୃ. ତ; ୧ମା.୧ବ)

ସମ୍ପାଦନା
୧. ପାଳନ କର୍ତ୍ତା — ୧. Supporting preserving; keeping.
୨. ରକ୍ଷକ —୨. Protecting.

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -

ସମ୍ପାଦନା
୧. ପାଳିବା ବ୍ୟକ୍ତି —୧. Rearer.
୨. ପୋଷାଣାହାରୀ ବ୍ୟକ୍ତି —୨. Supporter.
୩. ରକ୍ଷକ ବ୍ୟକ୍ତି —୩. Protector.
୪. ବ୍ରତଧାରୀ ବ୍ୟକ୍ତି — ୪. An observer of vows.