ପାଳଙ୍ଗ

ଉଚ୍ଚାରଣ

ସମ୍ପାଦନା

(ପାଳଙ୍କୀ, ପାଳଙ୍କ୍ୟ, ପାଳଙ୍କ୍ୟା—ଅନ୍ୟରୂପ)

  • (file)

ସଂସ୍କୃତ - ବିଶେଷ୍ୟ -

ସମ୍ପାଦନା
୧. ପାଳଙ୍ଗ ଶାଗ — ୧. Spinach.
୨. ବାଜ ପକ୍ଷୀ —୨. Hawk.



ପାଳଙ୍ଗ

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପାଳଙ୍କ)

ସମ୍ପାଦନା

ବର୍ଷାୟୁଃ ଖାଦ୍ୟଶାକବିଶେଷ — A kind of annual potherb; spinach; Spinacia Obracia.

[ଦ୍ରଷ୍ଟବ୍ୟ —ଏହା ଦୁଇପ୍ରକାର ୧—ମିଠା ପାଳଙ୍ଗ ବା ସାଧାରଣ ପାଳଙ୍ଗ ବଂ—ପାଳଙ୍ଗ ୨—ଖଟାପାଳଙ୍ଗ— Rumex vesicarius; ବଙ୍ଗାଳୀ - ଚୁକାପାଲଂ ଖଟାପାଳଙ୍ଗର ଶାଗ ଖଟା; ଏହାର ମୂଳ ପାଖରୁ ଗୋଛାଏ ପତ୍ର ବାହାରେ ଏ ଶାକ ଗୁଳ୍ମର ଡାଙ୍ଗ ହୁଏ ନାହିଁ; ମୂଳରୁ ପତ୍ରଗୁଚ୍ଛ ବାହାରେ; କେନ୍ଦ୍ର ବୀଜରୁ ଗୋଟିଏ ଲମ୍ୱ ଡାଙ୍ଗ ବାହାରେ ସେଥିରେ ଫୁଲ ଓ ଫଳ ପେନ୍ଥା ଧରେ ବୈଦ୍ୟଶାସ୍ତ୍ର ମତରେ ଏହା ବାତଜନକ, ଶୀତବୀର୍ଯ୍ୟ, ଶ୍ଳେଷ୍ମକର, ଭେଦକ, ଗୁରୁ, ବିଷ୍ଟାମ୍ଭୀ ଏବଂ ମଦରୋଗ, ଶ୍ୱାସ, ରକ୍ତପିତ୍ତ ଓ ବିଷଦୋଷନାଶକ]

ସଂସ୍କୃତ - ବିଶେଷ୍ୟ -

ସମ୍ପାଦନା

ପାଳଙ୍କ (ଦେଖ) - Pālaṅka (See)