ପାଲଙ୍କି

ଉଚ୍ଚାରଣ

ସମ୍ପାଦନା

(ପାଳି—ଅନ୍ୟରୂପ)

  • (file)

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ - (ପାଲଙ୍କ; ତେଲୁଗୁ - ପାଲକି)

ସମ୍ପାଦନା
୧. ମରହଟ୍ଟା ପାଲିଙ୍କି; ଯେଉଁ ଯାନରେ ବର ବସି ବିବାହ ହେବାକୁ ଯାଏ — ୧. An old fashioned palanquin.
୨. ଉପରେ ଛାତ ଥିବା ନରବାହ୍ୟ ଯାନ — Sedan chair; palki.

ରଜା ପାଲିଙ୍କିରେ କନ୍ୟାକକୁ ବସାଇ ଘେନିଗଲେ ଘରକୁ ଅତି ତୋଷ ବହି—କୃଷ୍ଣସିଂହ. ମହାଭାରତ. ବନ