ପାର ଯିବା

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

(ପାରହେବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ -

ସମ୍ପାଦନା
୧. ବିଷୟ ଫଳରେ ପରିଣତ ନହେବା — ୧. Not to result in any bad result; to agree with.

(ଯଥା—ବର୍ତ୍ତମାନ ଧନ ଓ ବୟସ ବଳରେ ଅମୁକ ଲୋକ ଯେଉଁ ପାପମାନ କରୁଛି ତାହା ତାକୁ କେଭେ ପାର ଯିବ ନାହିଁ)

୨. ସହ୍ୟ ହେବା; ସହି ହୋଇଯିବା — ୨. To be borne; to be tolerated.

ବଂଶ କରି କଲୁ ଶିବ କିଷ ଜନ୍ମାଇଲୁ ଅନ ଅର୍ଥେ ତାର ଯିବ ଭଞ୍ଜ. ବୈଦେହି ଶବିଳାସ

୩. ଜୀର୍ଣ୍ଣ ହେବା —୩. To be digested.

(ଯଥା—ବେଙ୍ଗ ପଚରେ କଣ ଘିଅ ପାର ଯିବ?)

୪. (ପାପ ଆଦି) ନିଜଠାରେ ନ ଲାଗିବା; ଛାଡ଼ିବା — ୪. (the sinfulness of an act) Not to affect a person.

ମାଙ୍କଡ଼ ବଧ କେଉଁ ଛାର ବିଷ୍ଣୁଙ୍କୁ ନ ଗଲାଟି ପାର—ଭୂପତି ପ୍ରେମପଞ୍ଚାମୃତ

୫. (ବିପଦ ଆଦି) ଶେଷ ହେବା — ୫. (misery) To end.

ତାହାର ବିପତ୍ତି ସେହି ଦିନୁ ପାରଗଲା—ପ୍ରାଚୀ ନଳଚରିତ

୬. ମୁକ୍ତ ହେବା; ମୋକ୍ଷପ୍ରାପ୍ତ ହେବା — ୬. To be delivered; to attain salvation.

ଧନ୍ୟ ଜୀବନଟି ଏହାର ବ୍ରାହ୍ମଣ ଶାଁପୁ ଗଲା ପାର—ଜଗନ୍ନାଥ. ଭାଗବତ