ପାରୁଆ
ପାରୁଆ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - ଫୁ. (ସଂସ୍କୃତ - ପାରାବତ)
ସମ୍ପାଦନା- ୧. ପାରାବତ; କୁବୁତର — ୧. Pigeon.
ହଂସ ହରକ ମୟୁର ପାରୁଆରବୀ - ଶଶୀସେଣା
- ୨. (ସଂସ୍କୃତ - ପାର୍ଦ୍ଦତ) ପବୁଆ ମାଛ; ପାବତା ମାଛ — ୨. Butter fish.
ଦେଶଜ - ବିଶେଷଣ -
ସମ୍ପାଦନାବଳିଷ୍ଠ; ପାରିବା — Strong; able; competent.
ସେମାନେ କ ଏଡ଼େ ପାରୁଅ ହେଲେ ତୁମ୍ଭକୁ ଜିଣିଲେ— ଫକୀରମୋହନ. ଛମାଣ ଆଠଗୁଣ୍ଠ