ପାରୁଆ

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ - ଫୁ. (ସଂସ୍କୃତ - ପାରାବତ)

ସମ୍ପାଦନା
୧. ପାରାବତ; କୁବୁତର — ୧. Pigeon.

ହଂସ ହରକ ମୟୁର ପାରୁଆରବୀ - ଶଶୀସେଣା

୨. (ସଂସ୍କୃତ - ପାର୍ଦ୍ଦତ) ପବୁଆ ମାଛ; ପାବତା ମାଛ — ୨. Butter fish.

ଦେଶଜ - ବିଶେଷଣ -

ସମ୍ପାଦନା

ବଳିଷ୍ଠ; ପାରିବା — Strong; able; competent.

ସେମାନେ କ ଏଡ଼େ ପାରୁଅ ହେଲେ ତୁମ୍ଭକୁ ଜିଣିଲେ— ଫକୀରମୋହନ. ଛମାଣ ଆଠଗୁଣ୍ଠ