ପାରିଜାତ ନଡ଼ୁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ପାରିଜାତ ଲଡ଼ୁ (ଡ୍ଡୁ), ପାରିଜାତ ନଡ୍ଡୁ, ପାରିଜାତକ ଲଡ଼ୁ (ଡ୍ଡୁ)ଅନ୍ୟରୂପ

  • (file)
  • (file)

ଦେଶଜ - ବିଶେଷ୍ୟ - ସମ୍ପାଦନା

ପୁରୀ ଜଗନ୍ନାଥ ମହାପ୍ରଭୁଙ୍କ ନିକଟରେ ଭୋଗ ବେବା ଏକପ୍ରକାର ମିଷ୍ଟାନ୍ନ୍ — A kind of sweet meat offered to the Deity Jagannātha at puri.

[ଦ୍ରଷ୍ଟବ୍ୟ —ପୁରୀର ଜଗନ୍ନାଥ ମହାପ୍ରଭୁଙ୍କ ନିକଟରେ ଭୋଗଦେବା ଏକ ପ୍ରକାର ମିଷ୍ଟାନ୍ନ; ଏହା ଛେନା, ଗୁଡ଼ ଓ ସାମାନ୍ୟ ଚାଉଳ ଚୁନାରେ ତିଆରି ହୋଇ ଘିଅରେ ପୁଆ ଯାଇଥାଏ ଜଗନ୍ନାଥଙ୍କ ସଞ୍ଜଧୂପ ଓ ବଡ଼ସିଂହାର ଧୂପରେ ଏହା ଭୋଗ ଲାଗେ]