ପାରଦ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ସଂସ୍କୃତ - ବି—(ପାର=ପର୍ଣ୍ଣତା+ଦା ଧାତୁ+କର୍ତ୍ତୃ. ଅ; ଯେ ଶରୀରକୁ ପର୍ଣ୍ଣତା ବା ପୁଷ୍ଟୀ ଦାନ କରେ ସମ୍ପାଦନା

୧. ପାରା ଧାତୁ — ୧. Mercury; quicksilver.

[ ଦ୍ର—ଏଥିରୁ ନାନାପ୍ରକାର ଔଷଧ ପ୍ରସ୍ତୁତ ହୁଏ]

୨. ପାରତ (ଦେଖ) - —୨. Pārata (See)

ସଂସ୍କୃତ - ବିଣ—(ପାର=ଅନ୍ୟ ତୀର+ଦା ଧାତୁ+କର୍ତ୍ତୃ. ଅ) ସମ୍ପାଦନା

ଯେ ଅପର ପାରକୁ ପାରି କରିଦିଏ)—ପାରକାରୀ; ନଦୀ ପାରି କରିବା (ବ୍ୟକ୍ତି) —Ferrying across; acting as a ferryman.