ପାବନ

ଉଚ୍ଚାରଣ

ସମ୍ପାଦନା
(ପାବନୀ—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - (ପୃ ଧାତୁ ଣିଚ୍ ପାବି ଧାତୁ= ଶୁଦ୍ଧ କରିବା+ କର୍ତ୍ତୃ. ଅନ)

ସମ୍ପାଦନା
୧. ପବିତ୍ର —୧. Sacred; pure; holy.
୨. ପବିତ୍ରତାବିଧାୟକ; ଯାହା ପବିତ୍ର କରେ — ୨. Purifying; sanctifying.
୩. ତ୍ରାଣକର୍ତ୍ତା; ଉଦ୍ଧାରକାରୀ — ୩. Delivering; saving.
୪. (ପବନ+ ଅ) ପବନ ପିଇ କରି ଯେ ବଞ୍ଚିଥାଏ (ହିନ୍ଦୀ - ଶ.) — ୪. Subsisting on air only.

ସଂସ୍କୃତ - ବିଶେଷ୍ୟ - (ପୂ ଧାତୁ ଣିଚ ପାବି ଧାତୁ+ଅନ)

ସମ୍ପାଦନା
୧. ଜଳ — ୧. Water.

ଭଗୀରଥ ତପଫଳେ ଅବନୀ—ପ୍ରବଣା ତ୍ରିଲୋକପାବନୀ ଗଲା ପାବନ—ପରଶେ—ରାଧାନାଥ, ମହାଯାତ୍ରା

୨. ଗୋମୟ —୨. Cowdung.
୩. ପ୍ରାୟଶ୍ଚିତ୍ତ —୩. Penance; expiation.
୪. ରୁଦ୍ରାକ୍ଷ (ଦେଖ) - —୪. Rudraksha (See)
୫. (+ ଭାବ ଅନ); ପବିତ୍ରୀକରଣ —୫. Sanctifying.
୬. ଶୁଦ୍ଧୀକରଣ —୬. Purification.
୭. (+ କର୍ତ୍ତୃ. ଅନ) ବିଷ୍ଣୁ —୭. Bishnu.
୮. ଅଗ୍ନି —୮. Fire.
୯. ବ୍ୟାସଦେବ —୯. Byāsa (author of the Mahābhārata)
୧. କୁଷ୍ଟ; କୁଢ଼ (ହିନ୍ଦୀ - ଶ.) — ୧୦. Costus speciosus.
୧୧. ପୀତ ଭୃଙ୍ଗରାଜ (ହିନ୍ଦୀ - ଶ.) — ୧୧. The yellow flowered variety of Bhṛuṅgarāja.
୧୨. ଚିତ୍ରକ ବୃକ୍ଷ (ହିନ୍ଦୀ - ଶ.) — ୧୨. Plum bago Zeylanica (plant).
୧୩. ଚନ୍ଦନ (ହିନ୍ଦୀ - ଶ.) —୧୩. Sandal.
୧୪. ସିହ୍ଲକ; ଶିଳାରସ (ହିନ୍ଦୀ - ଶ.) — ୧. Benzoin; incense (Apte).
୧୫. ସିଦ୍ଧପୁରୁଷ (ହିନ୍ଦୀ - ଶ.) — ୧୫. A spritually great man.
୧୬. ସାମ୍ପ୍ରଦାୟିକ ତିଳିକ ରେଖା — ୧୬. A sectarial mark (Apte).