ପାପତିତିଆ

ଉଚ୍ଚାରଣ

ସମ୍ପାଦନା
(ପାପତତେଈ—ସ୍ତ୍ରୀ) 

ପ୍ରାଦେଶିକ - (ଗଡ଼ଜାତ) ବିଶେଷଣ - ପୁଂ. (ସଂସ୍କୃତ - ପାପଚେତା)

ସମ୍ପାଦନା

(ପୁରୁଷଙ୍କ ପ୍ରତି ପ୍ରଯୁକ୍ତ ଏକପ୍ରକାର ଗାଳି) ପାପମନା — Evil-minded.