ପାପଡ଼
ପାପଡ଼
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନା(ପାପଡ଼—ଅନ୍ୟରୂପ)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ପର୍ପଟୀ; ପ୍ରା. ପପ୍ପଡ଼)
ସମ୍ପାଦନା- ୧. ବଟା ମୁଗ ବା ବୁଟ ସହିତ ଲୁଣ, ଜିରା, ସାଜିମାଟି, ହେଙ୍ଗୁଆଦି ମିଶାଇ ପ୍ରସ୍ତୁତି କରାଯିବା ଏକପ୍ରକାର ପତଳା ପିଠା — ୧. A thin cake prepared of pasted pules.
[ଦ୍ରଷ୍ଟବ୍ୟ —ଏହାକୁ ଭାଜି କରି ଖାଇରଲ ରୁଚିକର ହୁଏ]
- ୨. ଆଉଟା ଦୁଧ ଉପରେ ପଡ଼ିବା ସରର ବହୁ ସ୍ତରକୁ ଉପର୍ଯ୍ୟୁ— ପରି ରଖାଯାଇ ଶୁଖା ଯାଇଥିବା ପିଷ୍ଟକବିଶେଷ; ସ୍ତର ହୋଇ ସଜ୍ଜିତ ସରଭଜା —୨. A cake made up of several layers of cream pressed together.
ବୈଦେଶିକ - ବିଶେଷ୍ୟ - (କଚିରିଆ) (ଇଂରାଜୀ - ପପର୍)
ସମ୍ପାଦନା- ୧. ପାପଡ଼ ମକଦ୍ଦମା (ଦେଖ) - —୧. Pāpaṟḍ̠a makadamā (See)
- ୨. (ଇଂରାଜୀ - ପପର୍)—ମକଦ୍ଦମାର ଖରଚା ଚଳାଇବାକୁ ଅକ୍ଷମ ବ୍ୟକ୍ତି —୨. A popular; a person who is declared unable to pay the courtfees of a suit field by him.