ପାନିଆ
ପାନିଆ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ସଂସ୍କୃତ - ପ୍ରବେଣୀ; ପ୍ରସାଧନୀ)
ସମ୍ପାଦନା- ୧. କଙ୍କତିକା; କେଶ ପ୍ରସାଧନୀ; କଙ୍ଗେଇ —୧. Comb.
- ୨. ଲୁଗାବୁଣା ସମୟରେ ଟାଣୀ ସୂତାକୁ ଧାରାମତେ ଟାଣି ଧରିବା ନିମିତ୍ତ ବ୍ୟବହୃତ କଙ୍କତିକା ସଦୃଶ ଯନ୍ତ୍ରବିଶେଷ — ୨. A comb of weavers through which the warp threads are passed to keep them distinct from each other during weaving.
- ୩. କାନ୍ଧ ଓ ଖୁଆ ମୁଣ୍ଡି ମଧ୍ୟରେ ଥିବା ତ୍ରିକୋଣ ହାଡ଼ — ୩. The scapula.
- ୪. ଉଲ୍ ଓ ଝୋଟ ଆଦିକୁ କୁଣ୍ଡାଇ ପରିଷ୍କାର କରିବା ପାନିଆ — ୪. A comb for clearing wool, flax etc.
ପ୍ରାଦେଶିକ - (ସମ୍ୱଲପୁର ଓ ବସ୍ତର) ବିଶେଷଣ -
ସମ୍ପାଦନାପଣିଆ —Watery.