ପାତିତ୍ୟ

ଉଚ୍ଚାରଣ

ସମ୍ପାଦନା

ସଂସ୍କୃତ - ବିଶେଷ୍ୟ -(ପତିତ+ ଭାବାର୍ଥେ. ଯ)

ସମ୍ପାଦନା
୧. ପଡ଼ିଯିବାର ଅବସ୍ଥା ୧. State of having fallen down.
୨. ପତିତ ବା ହୀନାବସ୍ଥା —୨. Degraded condition.
୩. ନୈତିକ ହୀନତା — ୩. Moral degradation; moral depravity.
୪. ଜାତିରୁ ପତିତ ବା ଚ୍ୟୁତ ହେବାର ଅବସ୍ଥା — ୪. The state of being degraded from society or of being outcasted.
୫. ପାପ —୫. Sin.

ପାତିତ୍ୟ ଧ୍ୱଂସୀ ଶ୍ରୀ ମହାପ୍ରସାଦେ, ଜାତି ବିଧ୍ୱଂସ ହେଲେ ପରମାଦେ—କବିସୂର୍ଯ୍ୟ. ସଙ୍ଗୀତ