ପାତାଳି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଦେଶଜ - ବିଶେଷଣ - (ପ୍ରାଚୀନ; ମାଦଳାପାଞ୍ଜି) (ସଂସ୍କୃତ - ପାତାଳ) ସମ୍ପାଦନା

ଭୂଗର୍ଭରେ ପୋତା ଯାଇଥିବା —Buried underground.

[ଦ୍ରଷ୍ଟବ୍ୟ —ଜଗନ୍ନାଥ ବିଗ୍ରହଙ୍କୁ ଶତ୍ରୁ ହସ୍ତରୁ ରକ୍ଷା କରିବା ସକାଶେ ସେବକମାନେ ତାଙ୍କୁ ପାତାଳି କରିଥିଲେ]