ପାତ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ସଂସ୍କୃତ - ବିଶେଷ୍ୟ - (ପତ୍ ଧାତୁ=ପଡ଼ିବା+ଭାବ. ଅ) ସମ୍ପାଦନା

୧. ଘଟନା — ୧. Happening; coming to pass; occurrence.

ଯଥା—ଅନର୍ଥପାତ; ବିପତ୍ପାତ

୨. ପତନ; ପଡ଼ିବା —୨. Falling; fall.

ଯଥା—ବୃଷ୍ଟିପାତ' ଉଳ୍କାପାତଚ କରକାପାତ

୩. ଲିଖନ —୩. Writing

ଯଥା—ଅଙ୍କପାତ; ଧାରାପାତ

୪. ତଳକୁ ଖସିବା; ଓହ୍ଲାଇବା — ୪. Descent; descending; alighting (Apte).
୫. ଗମନ —୫. Going.
୬. (ପତ୍ ଧାତୁ ଣିଚ୍ ପାତି ଧାତୁ + ଭାବ. ଅ) ନିକ୍ଷେପ — ୬. Throwing.

ଯଥା—ଲୋଷ୍ଟ୍ରପାତ

୭. ବଧ —୭. Killing.


ଯଥା—ଶତ୍ରୁପାତ

୮. ନିପାତ; କ୍ଷୟ; ନାଶ —୮. Destruction; riun.

ଯଥା—ଗର୍ଭପାତ; ଶରୀରପାତ; ଦେହପାତ

୯. କୌଣସି ବିଷୟ ପ୍ରତି ଦୃଷ୍ଟି ବା କର୍ଣ୍ଣ ପ୍ରୟୋଗ କରଣ — ୯. Directing the eyes or ears towards a thing; casting.

ଯଥା—ଦୃଷ୍ଟିପାତ; କର୍ଣ୍ଣପାତ

୧. ତଳେ ବିଛାଇବା —୧୦. Spreading on the ground.

ଯଥା—ଶଯ୍ୟାପାତ

୧୧. ଧରାଶାୟୀ କରିବା —୧୧. Felling.
୧୨. ଭୂମିରେ ପକାଇବା; ମୋଚନ; ସ୍ରାବ — ୧୨. Shedding (of tears, of blood); discharging; emitting.

ଯଥା—ଅଶ୍ରୁପାତ; ଲୋତକପାତ; ରକ୍ତପାତ

୧୩. ଆଘାତ —୧୩. Stroke; blow (Apte).

ଯଥା—ଖଡ୍ଗପାତ; ଗଦାପାତ

୧୪. ଆକ୍ରମଣ —୧୪. Inroad; attack (Apte)

[ ଦ୍ର—ପତନ ବା ଘଟନା ଅର୍ଥରେ ଏ ଶବ୍ଦ ଅନ୍ୟ ଶବ୍ଦ ସଙ୍ଗେ ଯୋଗ ହୁଏ ଯଥା—ବୃଷ୍ଟିପାତ, ଉଲ୍ଲାପାତ, ଶରୀରପାତ, ରେଖା— ପାତ, ଶତ୍ରୁପାତ ଇତ୍ୟାଦି ]

୧୫. (ପତ୍ ଧାତୁ=ପଡ଼ିବା+କର୍ତ୍ତୃ. ଅ)—ରାହୁଗ୍ରହ — ୧୫. The ascending node.
୧୬. (ଫଳିତ ଜ୍ୟୋତିଷ)—କୌଣସି ଗ୍ରହର ଅମଙ୍ଗଳଜନକ ଅବସ୍ଥିତି —୧୬. (astrology) An inauspicious or malignant aspect of a planet (Apte.)

ସଂସ୍କୃତ - ବିଶେଷଣ -(ପା ଧାତୁ=ରକ୍ଷା କରିବା+କର୍ମ. ତ) ସମ୍ପାଦନା

୧. ରକ୍ଷିତ —୧. Protected; saved.
୨. ପାଳିତ —୨. Maintained.

ଦେଶଜ - ବିଶେଷ୍ୟ -(ସଂସ୍କୃତ - ପତ୍ର) ସମ୍ପାଦନା

୧. ଧାତୁର ପାତିଆ — ୧. Metal foil; thin blade of metal.
୨. (ବଣିଆ ଶବ୍ଦ) ମୁସଲମାନ ସ୍ତ୍ରୀଲୋକଙ୍କ ମଝି କାନରେ ପିନ୍ଧିବା ପତ୍ରାକାର ସୁନା ଓ ରୂପାର କାରୁକାର୍ଯ୍ୟ — ୨. Gold or silver ring worn in the middle of the ear by Muslim females and wrought with filagree work resembling foliage.