ପାଣି ଛାଟ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ପାଣିଛାଟିବା—କ୍ରିୟାରୂପ)

ପ୍ରାଦେଶିକ - (ଆଳି) ବିଶେଷ୍ୟ - ସମ୍ପାଦନା

ପାଣିପାଟିଆ (ଦେଖ) - Pāṇipāṭiā (See)

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ଯେଉଁ ପର୍ଷାଜଳ ତୀର୍ଯ୍ୟକ୍ଭାବରେ କୌଣସି ବସ୍ତୁ ଉପରେ ପଡ଼େ —୧. Rain water which splashes a thing in a slanting manner.
୨. ତୀର୍ଯ୍ୟକ୍ଭାବରେ କୌଣସି ବସ୍ତୁକୁ କଡ଼ପାଖରୁ ବା ତଲଆଡ଼ୁ ଯେଉଁ ପାଣି ଛଟାଯାଏ —୨. Water splashed on a thing from a side or from below.