ପାଣି କୁଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ପାଣିକାକ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜଳକାକ) ସମ୍ପାଦନା

୧. ପାଣିକୁଆ (ଦେଖ) - ୧. Pāni kuā (See)

ସରାଳି ଗାଙ୍ଗୋଇ, ହଂସ କୋକ, ପାଣିକୁଆ ଆଦି ଜଳ ବିହଙ୍ଗମେ ସଦା ଝଙ୍କାରିତ— ରାଧାନାଥ. ଚିଲିକା

[ଦ୍ରଷ୍ଟବ୍ୟ —ଏମାନେ ଲମ୍ୱରେ ୧ ହାତ ବଢ଼ନ୍ତି ଚଞ୍ଚ ଚେପଟା ଓ ବକ୍ରାଗ୍ର, ପକ୍ଷ ଛୋଟ, ଦେହ କଳା ଓ ପୁଚ୍ଛ କଳାମିଶା ସାବ୍ଜା, ପିଠି ପକ୍ଷ ଓ ପଦ ଧୂସରବର୍ଣ୍ଣ]

୨. ପାଣିକୁଆ ପରି କିନ୍ତୁ କ୍ଷୁଦ୍ରତର ଓ ଧୂସରବର୍ଣ୍ଣ ପକ୍ଷୀବିଶେଷ — ୨. The brown headed gull.