ପାଡ଼ିଆ

ଉଚ୍ଚାରଣ

ସମ୍ପାଦନା

(ତୁଳିଆ—ବିପରୀତ)

  • (file)

ଦେଶଜ - ବିଶେଷଣ - (ସଂସ୍କୃତ - ପାର୍ଶ୍ୱ)

ସମ୍ପାଦନା

ନାହାଚାଳିଆ ଚାଳ ଘରର ଲମ୍ୱ ବାଗରେ ଥିବା ସାନ (କାନ୍ଥ ବା ଖୁଣ୍ଟ) — Lateral (wall or post of a gabled thatched house).

ଦେଶଜ - ବିଶେଷ୍ୟ -

ସମ୍ପାଦନା

ପାଡ଼ିଆ କାନ୍ଥ (ଦେଖ) - ୧. Pāṟḍ̠iā kāntha (See)

୨. ପାଡ଼ିଆ ଖମ୍ୱ (ଦେଖ) - ୨. Pāṟḍ̠iā khamba (See)
୩. ପାଡ଼ିଆ ଶେଶୀ (ଦେଖ) - ୩. Pāṟḍ̠iā ṡeṇī (See)