ପାଠକ
ପାଠକ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
(ପାଠିକା—ସ୍ତ୍ରୀ)
ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ପଠ ଧାତୁ=ଅଧ୍ୟୟନ କରିବା+କର୍ତ୍ତୃ. ଅନ) ସମ୍ପାଦନା
- ୧. ପଢୁଆ; ଯେ ପଢ଼େ —୧. Reader.
- ୨. (ପଠ୍ ଧାତୁ ଣିଚ୍ ପାଠି ଧାତୁ=କର୍ତ୍ତୃ. ଅକ) ଅଧ୍ୟାପକ —୨. Teacher;
- ୩. ପୁରାଣ ପଣ୍ଡା — ୩. A reader of the Purāṇas.
- ୪. ଯେ କୌଣସି ପୁସ୍ତକରୁ ପଢ଼େ — ୪. A reader or reciter from a book.
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - ସମ୍ପାଦନା
- ୧. ପାଠନକାରୀ —୧. Reading.
- ୨. ଆବୃତ୍ତିକାରୀ —୨. Reciting.
- ୩. ଅଧ୍ୟାପନକାରୀ —୩. Teaching.
ଦେଶଜ - ବିଶେଷ୍ୟ - ସମ୍ପାଦନା
ପଶ୍ଚିମା ବ୍ରାହ୍ମଣଙ୍କ ଉପାଧିବିଶାଷ — A family-title of certain Brāhmaṇas of north and west India.