ପାଠ
ପାଠ
ଉଚ୍ଚାରଣ
ସମ୍ପାଦନାସଂସ୍କୃତ - ବିଶେଷ୍ୟ - (ପଠ୍ ଧାତୁ=ଅଧ୍ୟୟନ କରିବା+ଭାବ. ଅ)
ସମ୍ପାଦନା- ୧. ପଠନ; ଲେଖାଥିବା ବିଷୟକୁ ପଢ଼ିବା — ୧. Reading of any written matter; peruseal.
- ୨. ଆବୃତ୍ତି —୨. Recital.
(ଯଥା—ସ୍ତୋତ୍ରପାଠ; ବେଦପାଠ; ମନ୍ତ୍ରପାଠ)
- ୩. ପୁସ୍ତକର ପଠନୀୟ ଅଂଶ —୩. Taxt of book. the readable portion of a book
- ୪. ବିଦ୍ୟଶିକ୍ଷା; ପଢ଼ାପଢ଼ି; ଅଧ୍ୟୟନ — ୪. Learning; study.
- ୫. ସନ୍ଥ; ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଅଭ୍ୟାସ ବା ଆୟତ୍ତ କରିବା ପାଇଁ ଗୁରୁଙ୍କଦ୍ୱାରା ଛାତ୍ର ପ୍ରତି ନିରୁପିତ ପାଠ୍ୟ ବିଷୟ — ୫. A lesson given to a pupil for preparing in a fixed time.
- ୬. ଅବ୍ଧ୍ୟାପନ; ପଢ଼ାଇବା —୬. Reaching.
- ୭. କୌଣସି ବିଷୟ ବା ପଦ ବା ଶବ୍ଦ ଏକ ଗ୍ରନ୍ଥର ଭିନ୍ନ ଭିନ୍ନ ସଂସ୍କରଣରେ ଯେଉଁପରି ଲେଖା ଯାଇଥାଏ — ୭. Different readings of the same matter or word or line found in different editions or copies of the same book.
ଦେଶଜ - ବିଶେଷ୍ୟ -
ସମ୍ପାଦନା- ୧. ଶିକ୍ଷାଲାଭ —୧. Education. attainment of learrning.
ଦୋଳଯାକ ଭାତ (ଶେଷ), ବିଭାଯାଏ ପାଠ—ଢଗ
- ୨. ପାଠ୍ୟ ପୁସ୍ତକ (ଯଥା—ବାଳିକା ପାଠ; ଦ୍ୱିତୀୟ ପାଠ) — ୨. Text book; reader.
- ୩. ଧର୍ମଶାସ୍ତ୍ରୀ —୩. The scripture.
(ଯଥା—ପାଠ ଡାକୁଛି ଦୁଷ୍ଟଲୋକର ସଙ୍ଗ ତ୍ୟାଗ କରିବା)
- ୪. ପ୍ରଚଳିତ ବିଧି; ରୀତି — ୪. Current rule; custom; usage.
- ୫. ପନ୍ଥା; ମାର୍ଗ; ପଦ୍ଧତି —୫. Way; mode; fashion.
(ଯଥା—ଆଜିକାଲିର ଟୋକାଏ ଗୋଟାଏ ଗୋଟାଏ ନୂଆ ପାଠ ବାହାର କରୁଛନ୍ତି)
- ୬. ଆଚରଣ; ଆଚରିତ ପନ୍ଥା — ୬. Course of action;conduct.
(ଯଥା—ଆମ ଘରେ ନନାଙ୍କର ପାଠେ ତ, ନାନୀଙ୍କର ପଠେ)
- ୭. ନିତ୍ୟକର୍ମ —୭. Daily act.
ମଲା ଜୀବ ବାଇବାର ଅଟେ ତାଙ୍କ ପାଠ କୃଷ୍ଣସିଂହ ମହାଭାରତ ବନ
- ୮. ଖବର; ସମ୍ୱାଦ —୮. News; tidings.
ବାର୍ତ୍ତାବହ ହୀନ ବିଶ୍ୱ ପାଠମାନ ବୋରଇ ହେବାକୁ ଭଞ୍ଜ ବୈଦେହୀଶବିଳାସ
- ୯. ଅଭ୍ୟାସ —୯. Habit.
ପ୍ରାଦେଶିକ - (ଭତରିଭାଖା) ବିଶେଷ୍ୟ -
ସମ୍ପାଦନାପିଠି —Back.