ପାଟଭାଲି
ପାଟଭାଲି
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
(ପାଟଭାଲିଆ—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ - ସମ୍ପାଦନା
ଶୁକ ଜାତୀୟ ଛୋଟ ପକ୍ଷୀବିଶେଷ — A species of small parrot; paroquet; parrakeet; Conurus Carolinensis.
[ ଦ୍ର—ଏମାନେ ସାଧାରଣ ଶୁଆଙ୍କ ଠାରୁ ଛୋଟ ଏହାଙ୍କର ଦେହ ସବୁଜ ଓ ମୁଣ୍ଡ ନାଲିଆ, ପକ୍ଷର ଦୁଇ କଡ଼ରେ ନାଲି ଦାଗ ଥାଏ]