ପାଞ୍ଚ ମିଶାଳି ଶାଗ
ନାନାପ୍ରକାର ଶାଗ ପତ୍ର ପ୍ରଭୃତି ମିଶାଇଲେ ଯାହା ହୁଏ — Pot herbs or kitchen-herbs consisting of the leaves of many plants.
[ଦ୍ରଷ୍ଟବ୍ୟ —ସାଧାରଣତଃ ଗରିବ ଲୋକ ଏହାକୁ ଖାଆନ୍ତି]