ପାଞ୍ଚ
ପାଞ୍ଚ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - ଓ ବିଶେଷଣ -(ସଂସ୍କୃତ - ପଞ୍ଚନ୍)
ସମ୍ପାଦନାଚାରି ଅପେକ୍ଷା ଏକ ଅଧିକ — Five.
ଗାର୍ହପତ୍ୟ, ଅହବନୀୟ ଦକ୍ଷିଣାଗ୍ନି, ଅବସଥ୍ୟ, ଲୋକିକ ଅରୂପେ ପାଞ୍ଚ ଅଗ୍ନି କୃଷ୍ଣସିଂହ, ମହାଭାରତ, ବନ
ଅନୁବାଦ
ସମ୍ପାଦନାପାଞ୍ଚ
|
ଦେଶଜ - ବିଶେଷ୍ୟ -(ସଂସ୍କୃତ - ବାଞ୍ଛା; ସଂସ୍କୃତ - ପଞ୍ଚ୍ ଧାତୁ=ବ୍ୟକ୍ତି କରିବା; ବିସ୍ତାର କରିବା)
ସମ୍ପାଦନା- ୧. ପୂର୍ବରୁ ଭାବନା; ଆଗତ ପାଞ୍ଚ; ଭବିଷ୍ୟତ୍ ପାଇଁ ବିଚାର —୧. Forethought; thought for the future.
- ୨. ଭାବନା; ବିଚାର; ଚିନ୍ତା —୨. Thought.
ମାତୃ ପିତୃ ଗୁରୁ ପ୍ରଭୁ ପ୍ରଦତ୍ତଦେଶକୁ, ନିଶ୍ଚେ ପାଳିବାକୁ ହେବ ନ କରି ପାଞ୍ଚକୁ—ତୁଳସୀ. ବିକ୍ରମ ରାମାୟଣ
- ୩. ପରାମର୍ଶ —୩. Advice;condultation.
- ୪. ଅନୁମାନ —୪. Guess.
ପାଞ୍ଚରେ ଏତେ ପ୍ରବେଶ; ପାଞ୍ଚସିଦ୍ଧ ହେବ ଶେଷ ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ
- ୫. କାମନା —୫. Wish; desire.
- ୬. ପାଞ୍ଚସଂଖ୍ୟକ ଲୋକ; ପାଞ୍ଚଜଣ —୬. Five person.
ପଞ୍ଚ ମୋ ଇଛନ୍ତି; ବୃଜକୀ ପାଞ୍ଚ ପାଞ୍ଚ କରିଛନ୍ତି ଭଞ୍ଚ.ବୈଦେହୀଶବିଳାସ
- ୭. ପଞ୍ଚାୟତ —୭. A body of arbitrators.
- ୮. ପଞ୍ଚାୟତି; ଆପୋସି ମୀମାଂସା —୮. Arbitration.
ଦେଶଜ - ବିଶେଷଣ -
ସମ୍ପାଦନାଅନେକ ସଂଖ୍ୟକ —Many.
ପାଞ୍ଚ ମିଶିପରେ ପାଞ୍ଚ କଥା, ପାଞ୍ଚ ମାଇପରେ ପାଞ୍ଚ କଥା ଢଗ