ପାଛିଆ ବସାଦହି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ପାଚିଆରେ ପିଠୋଉ ବୋଳି ତାର ରନ୍ଧ୍ରଯାକ ନିବୁଜ କରି ସେଥିରୁ ଦୁଧକୁ ମହି ଦେଇ ଜମାଇ କରାଯିବା ଗାଢ଼ ବସାଦହି —୧. Milk curdled in a basket made impervious by smearing it with paste.

[ଦ୍ରଷ୍ଟବ୍ୟ —ପୁରୀ ଜିଲ୍ଲା ମାଣିକପାଟଣାରେ ଏପରି ଦହି କରାଯାଏ]

୨. ବସାଦହିକୁ ପାଚିଆରେ ଅଜାଡ଼ି ପାଚିଆର ଛିଦ୍ର ବାଟେ ତହିଁର ଜଳୀୟ ଅଂଶ ଝରିଗଲେ ଯେଉଁ ଗାଢ଼ ଦହି ରହେ —୨. Thick curd prepared by putting curd in a basket and letting the watery portion ooze out of it.

[ଦ୍ରଷ୍ଟବ୍ୟ —ଏପରି ଦହି ହିନ୍ଦୋଳ ଆଦି ଗଡ଼ଜାତରେ ତିଆରି ହୁଏ; ଏମନ୍ତ କି, ଦହିକୁ କାଠପତ୍ର ଠୋଲାରେ ରଖି ବହୁ ଦୂର ଦେଶକୁ ନିଆ ଯାଇପାରେ]