ପାଙ୍ଗିବା
ପାଙ୍ଗିବା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ପ୍ରାଦେଶିକ - କ୍ରିୟାପଦ - ସମ୍ପାଦନା
- ୧. (ସମ୍ୱଲପୁର) କୌଣସି ବ୍ୟକ୍ତିର ଅଶୁଭ ପାଞ୍ଚିବା; ଅମଙ୍ଗଳ ଇଚ୍ଛା କରିବା —୧. To wish evil of another.
- ୨. (ପୁରୀ) (କୌଣସି ବ୍ୟକ୍ତିକୁ) ଦଣ୍ଡ ଦେଇ ସାଧ୍ୟ କରିବା — ୨. To teach a person a lesson, to subjugate a person byy punishment.
- ୩. (ପୁରୀ) କୌଣସି ବ୍ୟକ୍ତିକୁ ଅସମର୍ଥ କରିବା — ୩. To incapacitate a person.
- ୪. (ଗଞ୍ଜାମ) ଗୁଣି ଗାରିଡ଼ି ପ୍ରୟୋଗଦ୍ୱାରା ବଶୀଭୂତ କରିବା — ୪. To bring a person under control by application of magical charms.
(ଗଡ଼ଜାତ)କ୍ରିୟାପଦ - ସମ୍ପାଦନା
କୌଣସି ବ୍ୟକ୍ତିଠାରେ ମନ୍ତ୍ରାଦି ଆଭିଚାର ପ୍ରୟୋଗ ପୂର୍ବକ ଭୂତ ବା ଡାହାଣି ଲଗାଇବା —୫. To cause derangement of mind by employing charms.