ମୂଳ
ଯାହିତାହି
ଲଗ-ଇନ
ସଜାଣି
ଦାନ
ଉଇକିଅଭିଧାନ ବାବଦରେ
ଆମେ ଦାୟୀ ନୋହୁଁ
ଖୋଜନ୍ତୁ
ପାଗଳାମି
ଭାଷା
ଦେଖିବେ
ସମ୍ପାଦନା
ପାଗଳାମି
ବିଷୟସୂଚୀ
୧
ଓଡ଼ିଆ
୧.୧
ଉଚ୍ଚାରଣ
୧.୨
ଅନୁବାଦ
୧.୩
ଦେଶଜ - ବିଶେଷ୍ୟ - (ବଙ୍ଗଳାରୁ ଅନୁକୃତ)
ଓଡ଼ିଆ
ସମ୍ପାଦନା
ଉଚ୍ଚାରଣ
ସମ୍ପାଦନା
ରୋ.ଟ୍ରା.
— Pāgaḻāmi
ଆଇ.ପି.ଏ.
— pˈaɡʌl̩ˌami
ଅନୁବାଦ
ସମ୍ପାଦନା
ପାଗଳାମି
ବଙ୍ଗାଳୀ:
পাগলামী
ହିନ୍ଦୀ:
पागल पन
ପାଗଳାପଣ, ପାଗଳପଣିଆ
ଅନ୍ୟରୁପ
ଦେଶଜ - ବିଶେଷ୍ୟ - (ବଙ୍ଗଳାରୁ ଅନୁକୃତ)
ସମ୍ପାଦନା
୧. ପାଗଳପଣ; ବାତୁଳତା — ୧. Madness; insanity.
୨. ବାତୁଳ ପରି ପ୍ରଳାପ କରିବା — ୨. Raving like a mad man.
୩. ନିର୍ବୋଧତା — ୩. Folly; foolishness.