ପାଗଳାମି

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ପାଗଳାପଣ, ପାଗଳପଣିଆଅନ୍ୟରୁପ

ଦେଶଜ - ବିଶେଷ୍ୟ - (ବଙ୍ଗଳାରୁ ଅନୁକୃତ)

ସମ୍ପାଦନା
୧. ପାଗଳପଣ; ବାତୁଳତା — ୧. Madness; insanity.
୨. ବାତୁଳ ପରି ପ୍ରଳାପ କରିବା — ୨. Raving like a mad man.
୩. ନିର୍ବୋଧତା — ୩. Folly; foolishness.