ପାଗଡ଼ ମେଣ୍ଟାଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଦେଶଜ - କ୍ରି. (ଜାହାଜିଆ ଶବ୍ଦ) ସମ୍ପାଦନା

ଗତି ବିଶିଷ୍ଟ ଏକ ଡଙ୍ଗାର ପାଗଡ଼କୁ ବିପରୀତ ଦିଗରୁ ଆସୁଥିବା ଡଙ୍ଗାର ପାଗଡ଼ ଉପର ବା ତଳ ଦେଇ ଟାଣି ନେବା — To pass the towing rope of a moving boat over or below that of another boat coming from an opposite direction.