ପାଗଡ଼
ପାଗଡ଼
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାପାଗଡ଼
|
ଦେଶଜ - ବିଶେଷ୍ୟ - (ଜାହାଜିଆ ଶବ୍ଦ) (ସଂ ପ୍ରଗ୍ରହ=ଦଉଡ଼)
ସମ୍ପାଦନା- ୧. ବୋଟ ଆଦି ଟାଣିବାରେ ବ୍ୟବହୃତ ଝୋଟ ଦୁଉଡ଼ି — ୧. (nautical term) Tug; tugging rope; towing rope.
- * * ଘାବରି ଗଲା ପରି ଚଞ୍ଚଳ ଡକିଲେ—ପାଗଡ଼, ପାଗଡ଼, ପାଗଡ଼ ଫକୀରମୋହନ. ଗଳ୍ପସ୍ୱଳ୍ପ
- ୨. ଶୂଦ୍ରମାନଙ୍କର ଉପାଧିବିଶେଷ — ୨. A family title of Ṡūdras.