ପାଗଡ଼

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ଜାହାଜିଆ ଶବ୍ଦ) (ସଂ ପ୍ରଗ୍ରହ=ଦଉଡ଼) ସମ୍ପାଦନା

୧. ବୋଟ ଆଦି ଟାଣିବାରେ ବ୍ୟବହୃତ ଝୋଟ ଦୁଉଡ଼ି — ୧. (nautical term) Tug; tugging rope; towing rope.
  • * * ଘାବରି ଗଲା ପରି ଚଞ୍ଚଳ ଡକିଲେ—ପାଗଡ଼, ପାଗଡ଼, ପାଗଡ଼ ଫକୀରମୋହନ. ଗଳ୍ପସ୍ୱଳ୍ପ
୨. ଶୂଦ୍ରମାନଙ୍କର ଉପାଧିବିଶେଷ — ୨. A family title of Ṡūdras.