ପାଖରା

ଉଚ୍ଚାରଣ

ସମ୍ପାଦନା
  • (file)
  • (file)
  • (file)

ଅନୁବାଦ

ସମ୍ପାଦନା

[ପାଖରାପଣ, ପାଖରାପଣିଆ (ଆଁ)—ବିଶେଷ୍ୟ]

ଦେଶଜ - ବିଶେଷଣ - ଫୁ. ଓ ସ୍ତ୍ରୀ (ସଂସ୍କୃତ - ପ୍ରବିର; ତୁଳ, ସଂଚ. ପରାକ୍ରମୀ)

ସମ୍ପାଦନା
୧. ଦୁଷ୍ଟ; ପାଜୀ —୧. Wicked.
୨. ଅସ୍ଥିର —୨. Restless.
୩. ନିର୍ଲଜ୍ଜ — ୩. Immodest; shameless (Ravd. Grundy).

ଦେଶଜ - ବିଶେଷ୍ୟ -

ସମ୍ପାଦନା

ପାଖଡ଼ା (ଦେଖ) - —Pākhaṟḍ̠ā (See)

ପ୍ରାଦେଶିକ - (ପୁରୀ) ବିଶେଷ୍ୟ -

ସମ୍ପାଦନା

ଚଷାଙ୍କଠାରୁ ନିମ୍ନତର ଶୂଦ୍ରାଜାତିବିଶେଷ — A class of Ṡūdras lower than the Chashās.