ପାଖକୁ
ପାଖକୁ
ଉଚ୍ଚାରଣ
ସମ୍ପାଦନା(ପାଖକୁ, ପାଖୁ—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - ଅ
ସମ୍ପାଦନା- ୧. ନିକଟକୁ — ୧. Near; to the side of.
- ୨. ଛାମୁକୁ; ସନ୍ନିଧିକୁ; ଠାକୁ — ୨. To; to the presence of.
- ୩. ସଂଲଗ୍ନ ହୋଇ; ଲାଗିକରି —୩. Adjoining.
- ୪. ତତ୍ୱରବର୍ତ୍ତୀ — ୪. Next to; immediately following.
- ୫. କାର୍ଯ୍ୟରେ ସବାୟକ ବା ସହକର୍ମୀ ରୂପେ; ଆବଶ୍ୟକ ବେଳେ ସହାୟ ହେବା ପାଇଁ —As a help when required.
(ଯଥା—ରାନ୍ଧୁଣୀ ପାଖକୁ ଜଣେ ଟହଲିଆ ନ ଥିଲେ ଭାରି ଅସୁବିଧା ପଡ଼େ; ମୋ ପାଖକୁ ତିନି ଜଣ ନ ହେଲେ ଭାଷାକୋଷର ସମ୍ମାର୍ଜନ କର୍ମ ଚଳିବା ଦୁର୍ଘଟ)
[ଦ୍ରଷ୍ଟବ୍ୟ —ବାଲେଶ୍ୱର ଅଞ୍ଚଳରେ 'ଘରପାଖକୁ' ଶବ୍ଦ 'ଘରକୁ' ଏହି ଅର୍ଥରେ ବ୍ୟବହୃତ ହୁଏ ଯଥା—ମୁଁ ଘର ପାଖକୁ ଯାଉଛି]
ପାଖକୁ
ଉଚ୍ଚାରଣ
ସମ୍ପାଦନାଗ୍ରାମ୍ୟ - ଅ
ସମ୍ପାଦନାପାଖକୁ (ଦେଖ) - Pākhaku (See)