ପାଖକୁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ପାଖକୁ, ପାଖୁ—ଅନ୍ୟରୂପ)

  • (file)

ଅନୁବାଦ ସମ୍ପାଦନା

ଦେଶଜ - ଅ ସମ୍ପାଦନା

୧. ନିକଟକୁ — ୧. Near; to the side of.
୨. ଛାମୁକୁ; ସନ୍ନିଧିକୁ; ଠାକୁ — ୨. To; to the presence of.
୩. ସଂଲଗ୍ନ ହୋଇ; ଲାଗିକରି —୩. Adjoining.
୪. ତତ୍ୱରବର୍ତ୍ତୀ — ୪. Next to; immediately following.
୫. କାର୍ଯ୍ୟରେ ସବାୟକ ବା ସହକର୍ମୀ ରୂପେ; ଆବଶ୍ୟକ ବେଳେ ସହାୟ ହେବା ପାଇଁ —As a help when required.

(ଯଥା—ରାନ୍ଧୁଣୀ ପାଖକୁ ଜଣେ ଟହଲିଆ ନ ଥିଲେ ଭାରି ଅସୁବିଧା ପଡ଼େ; ମୋ ପାଖକୁ ତିନି ଜଣ ନ ହେଲେ ଭାଷାକୋଷର ସମ୍ମାର୍ଜନ କର୍ମ ଚଳିବା ଦୁର୍ଘଟ)

[ଦ୍ରଷ୍ଟବ୍ୟ —ବାଲେଶ୍ୱର ଅଞ୍ଚଳରେ 'ଘରପାଖକୁ' ଶବ୍ଦ 'ଘରକୁ' ଏହି ଅର୍ଥରେ ବ୍ୟବହୃତ ହୁଏ ଯଥା—ମୁଁ ଘର ପାଖକୁ ଯାଉଛି]



ପାଖକୁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଗ୍ରାମ୍ୟ - ଅ ସମ୍ପାଦନା

ପାଖକୁ (ଦେଖ) - Pākhaku (See)