ପାଖ

ଉଚ୍ଚାରଣ

ସମ୍ପାଦନା
  • (file)
  • (file)

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ -(ସଂସ୍କୃତ - ପାର୍ଶ୍ୱ;)

ସମ୍ପାଦନା
୧. ପାର୍ଶ୍ୱ — ୧. Side.
୨. ନୈକଟ୍ୟ; ସାମୀପ୍ୟ — ୨. Nearness; vicinity; proximity.
୩. ଦେହର ପାର୍ଶ୍ୱ; କଡ଼ — ୩. Sice of the body; flank.
୪. କୌଣସି ବସ୍ତୁ ବା ବ୍ୟକ୍ତି ବା ସ୍ଥାନକୁ ଲାଗିଥିବା ଅବସ୍ଥା —୪. The state of adjoining a thing, person or place.
୫. ଦିଗ; ତରଫ; ଆଡ଼ — ୫. Quarter; direction.
୬. ବସ୍ତୁର ବା ସ୍ଥାନର କୌଣସି ଦିନର ସୀମା — ୬. The boubdary of a thing or place on one side.


୭. ସନ୍ନଧି; ସାନ୍ନିଧ୍ୟ; ସାମ୍ମୁଖ୍ୟ — ୭. One's presence; front; company.
୮. ବହୁତଳେ ବିଶିଷ୍ଟ ବସ୍ତୁର ଗୋଟିଏ ତଳ —୮. One surface of a thing having more than one surface.
୯. ଅଧିକାର; ରକ୍ଷାଣାବେକ୍ଷଣ — ୯. Power of disposal; custody; control.

(ଯଥା—ବର୍ତ୍ତମାନ ମୋ ପାଖରେ କୌଣସି ଚାକିରି ନାହିଁ)

୧. ସାହଚର୍ଯ୍ୟ; ଆନୁଚର୍ଯ୍ୟ — ୧୦. Companionship; attendance.
୧୧. (ସଂସ୍କୃତ - ପକ୍ଷ)—ପକ୍ଷ; ଦଳ —୧୧. Party; side.

ଦେଶଜ - ବିଶେଷଣ -

ସମ୍ପାଦନା
୧. ପାର୍ଶ୍ୱବର୍ତ୍ତୀ — ୧. Situate or lying on the side of;
୨. ନିକଟବର୍ତ୍ତୀ —୨. Near; at hand.
୩. ସଂଲଗ୍ନ; ଲଗାଲଗି —୩. Adjoining; adjacent.
୪. ଅଳ୍ପ ଦୂରତ୍ୱରେ ଅବସ୍ଥିତ — ୪. Situated at a small distance.
୫. ସନ୍ନିଧିରେ ବା ସମ୍ମୁଖରେ ଅବସ୍ଥିତ — ୫. Situate or present in front or before.
୬. ତତ୍ପରବର୍ତ୍ତୀ — ୬. Next; immediately follwing.
୭. ନିକଟତର —୭. Nearer.

(ଯଥା—କଟକକୁ ପୁରୀ ଅପେକ୍ଷା ଭୁବନେଶ୍ୱର ପାଖ ଅଟେ)

୮. ସର୍ବଦା ସହଚର ବା ଅନୁଚରରୂପେ ସଙ୍ଗେ ରହିଥିବା (ଲୋକ) —୮. Attending on a person.

(ଯଥା—ପାଖ ଲୋକ)