ପାକ କରିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ରାନ୍ଧିବା —୧. To cook.
୨. ସିଝାଇବା; ସିଦ୍ଧ କରିବା — ୨. To boil.
୩. ନିଆଁରେ ସେକିବା ବା ଭାଜିବା — ୩. To bake; to fry; to roast.
୪. ଆଉଟିବା —୪. To agitate over fire.

ପୁଣି ଅନଳେ ପାକ କଲେ ସୂବର୍ଣ୍ଣ ହୋଇ ଏକ ଠୁଳେ ଜଗନ୍ନାଥ. ଭାଗବତ