ପାକଳିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଣ—(ସଂସ୍କୃତ - ପକ୍ୱ) ସମ୍ପାଦନା

୧. ପକ୍ୱ — Ripe.
୨. ଈଷତ୍ ପକ୍ୱ; ଅର୍ଦ୍ଧପକ —୨. Half ripe.
୩. ସୁପରିଣତ; ପକ୍ୱପ୍ରାୟ —୩. Well matured.
୪. ଉତ୍ତମରୂପେ ବଳା ହୋଇଥିବା (ସୂତା) — ୪. Well twisted (yarn or thread).