ପାଇବା
ପାଇବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - କ୍ରି—(ସଂସ୍କୃତ - ପ୍ର+ଆପ୍; ଧାତୁ)
ସମ୍ପାଦନା- ୧. ପ୍ରାପ୍ତ ହେବା ଲଭିବା —୧. To get; to recieve.
ଅରଜନ ଏ ବିଦ୍ୟା ପାଇକେଟି ଯେବେ ତିନିଲୋକ ଯାକ ଅଲଭ୍ୟେ ଜିଣିବେ କୃଷ୍ଣସିଂହ, ମହାଭାରତ ବନ
- ୨. ଅର୍ଜ୍ଜନ କରିବା —୨. To earn.
- ୩. ଅନୁଭବ କରିବା; ଭୋଗ କରିବା —୩. To enjoy; to experience.
କାଲି ସୁଆଦ ପାଇଛି ରାତିରୁ ଉଠି ଧାଇଁଛି ଢଗ
- ୪. ଅଣ୍ଟିବା —୪. To suffice.
(ଯଥା— ମତେ କଟକ ଯିବାକୁ ବେଳ ପାଇବ ନାହିଁ)
- ୫. ସୁବିଧା ବା ସୁଯୋଗ ପ୍ରାପ୍ତ ହେବା —୫. To have opportunity or occasion (for something)
[ଯଥା—ଆମ୍ଭେମାନେ ଏହା ଦେଖିବାକୁ (ବା ଶୁଣିବାକୁ) ପାଇଲୁଁ]
- ୬. ମେଳ ଖାଇବା; ଉପଯୁକ୍ତ ହେବା; (ମନର) ଅନୁମତ ହେବା — ୬. To tally with; to suit.
(ଯଥା—ତା କଥାଟା ମୋ ମନକୁ ପାଇଲା ନାହିଁ)
- ୭. ପ୍ରବେଶ ହେବା; ପହଞ୍ଚିବା —୭. To reach.
ସେହି କାଳେ ତାଙ୍କମାନଙ୍କ ସମାପେ ନ୍ୟାସ ମହଋଷି ପାଇଲେ ଆପେ କୃଷ୍ଣସିଂହ. ମହାଭାରତ. ଆଦି
- ୮. (ସଂସ୍କୃତ - ପ୍ରଭାତ) ପାହିବା; ପ୍ରଭାତ ହେବା — ୮. To down.
ପାଇଲା ରାତି, କୁଆ ନେଇଗଲା କଜଳପାତି ଢ଼ଗ
- ୯. ବୋଧ ହେବା; (କୌଣସି କଥା ମନକୁ, ଚିତ୍ତକୁ, ମଜ୍ଜାକୁଃ) ଘେନିବା; ମନୋମତ ହେବା —୯. To meet with one's approval; to seem; to occur to one's mind.
କେ ବୋଇଲେ କଟାକ୍ଷ ସର ସନ୍ଧି ଯାକୁ ବିନ୍ଧିବ ସେ ମରିବ ପାଉଛ ମଜ୍ଜାକୁ— କୃଷ୍ଣସିଂହ. ମହାଭାରତ ବନ
- ୧. ମାନିବା; ସମ୍ମତ ହେବା; ଅନୁମୋଦନ କରିବା — ୧୦. To agree to; to approve of.
ବୋଇଲେ ଏ କଥାକୁ ଯାଏ ତ ହୃଦୟ— କୃଷ୍ଣସିଂହ. ମହାଭାରତ ବନ
- ୧୧. (ଅନ୍ୟର ମନୋଗତ ଭାବ) ବୁଝି ପାରିବା — ୧୧. To be able to understand or comprehend (another's mind).
(ଯଥା—ମୁଁ ଏତେ ସେବା କରି ସୁଦ୍ଧା ତାମନ ପାଇଲି ନାହିଁ)
- ୧୨. ମଣିବା; ବୋଧ କରିବା —୧୨. To think.
ଜଣେ ହୋଇ ବହୁତ ଜନଙ୍କର ପ୍ରାଣ ନେବାର ଚମତ୍କାର ପାଉଛି ମୁଁ ଜାଣ କୃଷ୍ଣସିଂହ. ମହାଭାରତ ଦ୍ରୋଣ
- ୧୩. ଖାଇବା; ଭୋଜନ କରିବା —୧୩. To eat.
ବିଧିମନ୍ତ କରି ଯ ବ୍ରତ କରୁଥାଏ ହରି ନିର୍ମାଲ୍ୟକୁ ସେ ବେଳେ ମାତ୍ର ପାଏ କୃଷ୍ଣସିଂହ ମହାଭାରତ ଶାନ୍ତି
- ୧୪. (କୌଣସି ସ୍ଥାନକୁ ମନୁଷ୍ୟର ହାତ ଗୋଡ଼ ବଢ଼ାଇଲେ) ହାତ ଗୋଡ଼ ସେ ସ୍ଥାନକୁ ସ୍ପର୍ଶ କରିବା —୧୪. To be within the reach of one's hand and feet.
ଏ ଫଳ ଦିଶଇ ସୁସଞ୍ଚି ହସ୍ତ ନ ପାଏ ବଡ଼ ଉଚ୍ଚ—ଜଗନ୍ନାଥ ଭାଗବତ
- ୧୫. ଗ୍ରହଣ କରିବା —୧୫. To accept.
ଧୁମ୍ରପାନ କଲେ ଗୁରୁ ଜନ ନ ପାଇବେ ପ୍ରାଚୀ. ଶ୍ରୀ ଗୁରୁଭକ୍ତି ଗୀତା
ପ୍ରାଦେଶିକ - (ଗଞ୍ଜାମ)ବିଶେଷ୍ୟ -
ସମ୍ପାଦନାପିଲା ପ୍ରସବ କରିବା — To give birth to a child; to be delivered of a child.