ପାଇଟି

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପରିପାଟୀ ବା ପାଟୀ=ଅନୁକ୍ରମ; ତୁଳନା - ତେଲୁଗୁ - ପାନ୍ନି)

ସମ୍ପାଦନା
୧. ଗୃହମାର୍ଜନାଦି ନିତ୍ୟ କର୍ମ; ଗୃହର ଶୃଙ୍ଖଳା ଓ ପରିପାଟୀ ସମ୍ପାଦକ ନିତ୍ୟ କର୍ମ; ନୀଚଗୃହ କର୍ମ; ଆଡ଼ତୀ — ୧. The menial works of a household.

ଫାଇଟି କରାଇବ ଦାସୀଙ୍କ ପରିଭେ କୃଷ୍ଣସିଂହ. ମାହାଭାରତ. ବନ

୨. ଛୋଟ ଚାକିରି —୨. Menial service.
୩. ଦୈନିକ ଧନ୍ଦା — ୩. Daily work or business.
୪. କାରିଗରି —୪. Workmanship.